ଯୋଗାନନ୍ଦ କୁମ୍ଭାର (Yogananda Kumbhar) ଗୁମୁଡୁମାହ ହତ୍ୟାକାଣ୍ଡ ରାଜ୍ୟ ନିୟୋଜିତ ଆତଂକବାଦଇତିହାସ ରେ ଆଉ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛିା ପୋଲିସ୍ ପ୍ରଶାସନ ଦ୍ବାରା ଘଟାଯାଉଥିଵାନରସଂହାର ଓଡିଶା ରାଜ୍ୟ ପାଇଁ କିଛି ନୁଆ ନୁହେଁ, ଏହାର ଇତିହାସ ବହୁ ପୁରୁଣା ଏବଂ ଲମ୍ବା ଅଟୋ କଳାହାଣ୍ଡି ର ଜଗସାଇପାଟନା, କନ୍ଧମାଳର ମାଦାଗୁଡା, ଯାଜପୁର ର କଳିଙ୍ଗନଗର ଇତ୍ୟାଦିର ବିଭତ୍ସ ହତ୍ୟାକାଣ୍ଡ ଚର୍ଚିତ କୁଖ୍ୟାତ ଘଟଣାବଳି ପୁଲିସ-ପ୍ରସାଶନ ର ପାରିବା ପଣିଆର ନଗ୍ନ ନିଦର୍ଶନ ଅଟୋ …
ଗୁମୁଡୁମାହ ହତ୍ୟାକାଣ୍ଡ: ଲୋକତନ୍ତ୍ର ଉପରେ ଆକ୍ରମଣ
